କୁଦିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଦିବା
ଉଚ୍ଚାରଣ: Kudibā
কুদা कुदना

ଦେ. କ୍ରି—(ସଂ.ଗୁର୍ଦ୍ଦ, କୁର୍ଦ୍ଦ ଧାତୁ; ତା—କୁଦ୍=ଡେଇଁବା) —

୧: କୁଦାମାରିବା; ଡେଇଁବା — ୧. To spring or jump up; to leap.

କୁରନ୍ତି କାକନ୍ତି ଆଉ କରନ୍ତ କୁଦନ୍ତି ସାରଳା ମହାଭାରତ. ମଧ୍ୟମପର୍ବ

୨: କୌଣସି ପଦାର୍ଥକୁ ଗୋଡ଼ରେ ଦଳିବା — ୨. To tread on a thing by the heels; to trample down.

କୁଦିଗଲେ ନରଙ୍କୁ ସେ ବନର ନାଗ—କୃଷ୍ଣସିଂହ ମହାଭାରତ.ଆଦିପର୍ବ

୩: ନାଚିବା —୩. To dance.

ପ୍ରାଦେ. (ଗଞ୍ଜାମ) ବି —

ଗୋଡ଼ରେ ପିନ୍ଧିବା — To put on on the leg.

(ଯଥା—ଗୋଡ଼ରେ ପିନ୍ଧିବା)

ପ୍ରାଦେ. (ସମ୍ବଲପୁର) କ୍ରି —

୧: ଦଉଡ଼ିବା —୧. To run.

୨: ଗାଳିଦେବା —୨. To abuse.

(ଯଥା—ଭଣ୍ଡ କୁଦିବା)