କ୍ଷୁର୍ଣ୍ଣ

ଉଇକିଅଭିଧାନ‌ରୁ

ବିଶେଷଣ(ସଂସ୍କୃତ)(କ୍ଷୁଦ୍ ଧାତୁ=ଚୂର୍ଣ୍ଣକରିବା +କର୍ମ.ତ ) [୧][ସମ୍ପାଦନା]

  • ଚୂରାଯାଇଥିବା;ଚୂର୍ଣ୍ଣୀଭୂତ (Powdered;pounded;pulverised )
  • ଦୁଃଖିତ;ବେଦନାପ୍ରାପ୍ତ (Distressed;mentally agitated
  • ନିରାଶାଜର୍ଜରିତ;ନିରସ୍ତ;କ୍ଷୁବ୍ଧ (Disappointed;chagrinned )
  • ଅଭ୍ୟସ୍ତ (Habituated )
  • ଲଙ୍ଘିତ ହୋଇଥିବା (ବ୍ରତ) (Violated )(vow)
  • ଆହତ;ଖଣ୍ଡିଆହୋଇଥିବା;କ୍ଷତବିକ୍ଷତ (Wounded;bruised)
  • ଆଲୋଡିତ;ଘଣ୍ଟାହୋଇଥିବା ( Agitated,thoroughly stirred )
  • ପରାଜିତ (Defeated )
  • ଶାସ୍ତ୍ରରେ ବିଜ୍ଞ କିନ୍ତୁ ଅନ୍ୟକୁପଢାଇବାକୁ ଅସମର୍ଥ (versed in sacred lore but unable to teach it )

[କ୍ଷୁର୍ଣ୍ଣା -ସ୍ତ୍ରୀ]

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା -୧୮୬୫