ଖଞ୍ଜ ପଟିବା
ଦେଖଣା
ଖଞ୍ଜ ପଟିବା —
ଉଚ୍ଚାରଣ: Khan̄ja paṭibā
ଦେ. ବି. —
୧: କୌଣସି ସାଧନରେ ଉପଯୁକ୍ତ ସୁବିଧା ଯୁଟିବା ବା ଅବସର ମିଳିବା — ୧. The happening of a suitable opportunity for doing a thing.
୨: ଗୋପନ ପରାମଶ ନିମନ୍ତେ ମନ ମିଳିବା — ୨. Secret agreement between two persons.
(ଯଥା— ସେ ଦୁହିଙ୍କର ଖୁବ୍ ଖଞ୍ଜ ପିଟିଛି)