ଖର୍ବ

ଉଇକିଅଭିଧାନ‌ରୁ

ସଂସ୍କୃତ (ବିଶେଷ୍ୟ)[ସମ୍ପାଦନା]

  • ୧୦୦୦୦୦୦୦୦୦୦; ଏକ ସହସ୍ର କୋଟି ସଂଖ୍ୟା; ଦଶ ବୃନ୍ଦ
  • ବରବୃନ୍ଦ ବା ୧୨ ଶହ କୋଟି ସଂଖ୍ୟା
  • କୁବେରଙ୍କ ନିଧିବିଶେଷ
  • କୁବ୍ଳ ବୃକ୍ଷ; ରୁଢିଆ ଗଛ
  • ଅଗଣନ; ଅଗଣିତ ସଂଖ୍ୟା
  • ପୁଷ୍ପବିଶେଷ; ସେବତି ଫୁଲ
  • ଦ୍ଵାଦଶ ସ୍ଥାନର ସଂଖ୍ୟା

ସଂସ୍କୃତ (ବିଶେଷଣ)[ସମ୍ପାଦନା]

  • ବାମନ; ବାଙ୍ଗରା; ବାଙ୍ଗୁରା
  • ବିନଷ୍ଟ; ନାଶପ୍ରାପ୍ତ
  • ହ୍ରାସପ୍ରାପ୍ତ
  • ଏକ ଖର୍ବ ସଂଖ୍ୟକ
  • ଅଗଣିତ; ଅସଂଖ୍ୟ
  • ବିକଳାଙ୍ଗ