ଗଉରୀ
ଦେଖଣା
ଗଉରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଗୌରୀ)
[ସମ୍ପାଦନା]- ୧. ପାର୍ବତୀ —୧. Pārbatī
ବାମଦେବ କିପାଁ ଗଉରୀକି କାଳୀବୋଲନ୍ତି ଥିଲା ଏ ସଂଶୟ ଭଞ୍ଜ. ବୈଦେହୀଶବିଳାସ
- ୨. ଗୋରୋଚନା —୨. Bright Yellow pegment obtained from a dead cow.
ବଇରି ମାରି ଗଉରୀ ଲଭ ବୋଲି ଗଉରୀ ଚିତ୍ରକ ଦେଇ— ଭଞ୍ଜ. ବୈଦେହୀଶବିଳାସ
- ୩. ଗୈରୀ (ଦେଖ) - ୩. G&aline;&uline;rī (See)
ଗ୍ରାମ୍ୟ - (ପଦ୍ୟ)ବିଶେଷଣ -
[ସମ୍ପାଦନା]ଗୋରୀ — (woman) of fair complexion.
କାଞ୍ଚନ ଗଉରୀ ବିଚାର, ବଞ୍ଚନ ବିଧିକି ବିରଚିବାର, ମୁଞ୍ଚ ଧନ ମୁଁ ପରିଚାର କବିସୂର୍ଯ୍ୟ. ସଙ୍ଗୀତ