ଗଜବନ୍ଧ
ଦେଖଣା
ଗଜବନ୍ଧ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶିଳ୍ପ ଓ ଖୋଦନ କାର୍ଯ୍ୟରେ ହାତୀଚିତ୍ର ଅଙ୍କନର ବନ୍ଧ ବା ରୀତିବିଶେଷ — ୧. A king of depicting elephants in architecture and carving.
- ୨. ଚାଳଘର କିଆରି କରିବାର ଦେଶୀୟ ଶିଳ୍ପପ୍ରଣାଳୀ ବା ଭାଗବିଶେଷ —୨. One of the designs for building a thatched house (prevalent in India.)
- ୩. ଚିତ୍ରକାବ୍ୟବିଶେଷ; ଏଥିର ଅକ୍ଷରମାନଙ୍କୁ ସଜାଇଲେ ଗୋଟିଏ ହ୍ତୀର ଆକାର ହୁଏ—(ହିନ୍ଦୀ - ଶବ୍ଦସାଗର) ୩. A kind of picturesque composition.