ଗଜମୂର୍ଖ
ଗଜମୂର୍ଖ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଗଜମୂର୍ଖ
|
ଦେଶଜ - ବିଶେଷଣ - (ଉପମା)[ସମ୍ପାଦନା]
- ୧. ଗଜ ପରି ମୂର୍ଖ; ଅତି ମୂର୍ଖ ବା ନିର୍ବୁଦ୍ଧିଆ — ୧. Very stupid or foolish; dunce.
ବାଣୀରେ ଭରତ ମୋହି ଗଜମୂର୍ଖ ନୋହେ ମୁହିଁ ଭଞ୍ଜ. ବୈଦେହୀଶବିଳାସ
- ୨. ଗଣେଶ (ପ୍ରକୃତିବାଦ) —୨. Deity Gaṇeṡa.