ଗଡ଼
Appearance
ଗଡ଼
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗଡ଼ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ବାଧା; ଅଟକ — ୧. Obstacle; hindrance.
- ୨. ବାଡ଼ —୨. Fence; enclosure.
- ୩. ପଟ; ପରଦା —୩. Partition; screen.
- ୪. ପରିଖା —୪. Ditch; moat.
- ୫. ଗଡ଼େଇ; ଗଡ଼ିଶା ମାଛ — ୫. A kind of fresh-water-fish living in muddy water and pools; Ophicephalus Punctatus.
[ଦ୍ରଷ୍ଟବ୍ୟ —ଏହି ମାଛର ପିଠି ଈଷିତ୍ ନେଳି, ପେଟ ହଳଦିଆ, ମୁଣ୍ଡ— ପାଖେ କଳା ଓ ନେଳିଆ ଦାଗ ଥାଏ ଲମ୍ୱ ୧୨: ଆଙ୍ଗୁଳିରୁ ଛୋଟ ଏହି ଜାତୀୟ ବଡ଼ ମାଛକୁ ଶେଉଳ କହନ୍ତି, ଏ ପଙ୍କ ଓ ଦଳୁଅ ପାଣିରେ ରହି ପାରେ]
- ୬. (ତୁଳ. ତା. ଅଗର=ଦୁର୍ଗ)— ଦୁର୍ଗ; କିଲ୍ଲା —୬. A fort.
- ୭. ଗଡ଼ଜାତ ରାଜ୍ୟର ରାଜଧାନୀ — ୭. The capital city of a state.
- ୮. ଦେଶବିଶେଷ; ଗଡ଼ମଣ୍ଡଳ ଦେଶ — ୮. Name of a country.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସାମାନ୍ୟ ରାଜ୍ୟ — ୧. A small kingdom.
- ୨. କୌଣସି ଲମ୍ୱ ପଦାର୍ଥର ଖଣ୍ଡିତ ଅଂଶ — ୨. A piece cut from a longer thing.
- ୩. ବୃକ୍ଷର ଶାଖାହୀନ ଗଣ୍ଡି — ୩. Branchless trunk of a tree.
(ଯଥା—ନଡ଼ିଆ ଗଡ଼, ତାଳ ଗଡ଼)
- ୪. କାଠର ମୋଟ ଓ ଲମ୍ୱ ଖଣ୍ଡ — ୪. Log of wood.
- ୫. ଲମ୍ୱ ଓ ସ୍ଥୂଳ ବସ୍ତୁ — ୫. A long and thick article.
- ୬. ଦେହ —୬. Body.
- ୭. ମସ୍ତକହୀନ ଦେହ —୭. Headless trunk.
- ୮. ବିଭାଗ —୮. Division.
- ୯. ଖଣ୍ଡ —୯. Piece.
- ୧୦. ଜାଳକାଠକୁ ଫାଳଫାଳ କରି ଚରିବା ପୂର୍ବରୁ ଲମ୍ୱ କାଠଖଣ୍ଡରୁ କଟାଯିବା କ୍ଷୁଦ୍ର ଓ ସ୍ଥୂଳ ଖଣ୍ଡମାନ — ୧୦. Long and stout bits of wood cut from a log before they are split into strips for fuel.
୧୧: ଏକ ପ୍ରକାର ବଡ଼ କାଠ ଗଛ — ୧୧. A kind of timber-tree; Chyptolipsis Bhuchanani.
୧୨: ଲତାଳିଆ ଗୁଳ୍ମବିଶେଷ — ୧୨. Chyptolipsis Elegans; a large twining shrub.
ପ୍ରାଦେଶିକ - (ଜୟପୁର) ବିଶେଷ୍ୟ -
[ସମ୍ପାଦନା]- ୧. ଶସ୍ୟାଦି ମାପିବାର ପରିମାଣବିଶେଷ — ୧. A standard of measuring corn.
- ୨. ଧାନହଳର ନିର୍ଦ୍ଧିଷ୍ଟ ସଂଖ୍ୟା — ୨. A unit of a certain number of the sheaves of psddy.