Jump to content

ଗଡ଼ତ ପଡ଼ତ

ଉଇକିଅଭିଧାନ‌ରୁ

ଗଡ଼ତ ପଡ଼ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଡ ଧାତୁ+ପତ ଧାତୁ)

[ସମ୍ପାଦନା]
୧. ଗୋପନ କରିବା —୧. Hiding.
୨. ଭୂମିରେ ଲମ୍ୱ ହୋଇ ଶୋଇବା ବା ଗଡ଼ିବା —୨. Lying down or rolling on the ground.


୩. କୌଣସି କାର୍ଯ୍ୟ କରା ନ ଯାଇ ପଡ଼ି ରହିବା ଅବସ୍ଥା —୩. The state of a work being left undone.

ଦେଶଜ - ବିଶେଷଣ -

[ସମ୍ପାଦନା]

ଭୂମିରେ ଗଡ଼ୁଥିବା — Rolling on the ground.