ଗନ୍ଧକାଷ୍ଠ
ଦେଖଣା
ଗନ୍ଧକାଷ୍ଠ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଧ୍ୟପଦଲୋପୀ; ଗନ୍ଧଯୁକ୍ତ କାଷ୍ଠ)
[ସମ୍ପାଦନା]- ୧. ଚନ୍ଦନକାଠ —୧. Sandal Wood.
- ୨. କୃଷ୍ଣାଗୁରୁ (ଦେଖ) - — ୨. Kṛushṇāguru (See)
- ୩. ଶମ୍ୱରକାଷ୍ଠ (ଦେଖ) - ? — ୩. Sambara Kāshṭha (See)
- ୪. ସୁଗନ୍ଧ କାଷ୍ଠ —୪. Any fragrant Wood.