ଗରବ
ଦେଖଣା
ଗରବ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ଓ ପଦ୍ୟ. ବିଶେଷ୍ୟ - (ସଂସ୍କୃତ - ଗର୍ବ)
[ସମ୍ପାଦନା]- ୧. ଗର୍ବ; ଅହଙ୍କାର — ୧. Pride.
- ୨. (ସଂସ୍କୃତ - ଗର୍ଭ) ସବାରିର ଆଗ ପଛ ବାଉଁଶର ନିକଟବର୍ତ୍ତୀ ସପାରିର ଅଂଶ; ସବାରିବାଉଁଶର ମୂଳଦେଶ — ୨. The part of the palky-pole adjoining the body of the palky.
ଗ୍ରାମ୍ୟ. ବିଶେଷ୍ୟ - (ସଂସ୍କୃତ - ଗର୍ଭ)
[ସମ୍ପାଦନା]ଗର୍ଭ (ଦେଖ) - Garbha (See)