ଗରଭ
ଦେଖଣା
ଗରଭ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଗୃ ଧାତୁ+ଅଭ)
[ସମ୍ପାଦନା]ଭୃଣ — Foetus; embreyo (Apte)
- ୧. ଗର୍ଭାବସ୍ଥା — ୧. Pregnancy.
- ୨. ଗର୍ଭ — ୨. Womb.
ଚକ୍ରାୟୁଧ ଚକ୍ରର ଉଢାଳେ, ଝଟତି ଆଚ୍ଛାଦି ସେହି ଦୁଃଖିନୀ ଗରଭ ରାଧାନାତ. ମହାପାତ୍ର
- ୩. ପେଟ; ଉଦର — ୩. Belly; abdomen.
ଏହା ପାଇଁ ରତ୍ନପୁର ରାଜଧାନୀ ଭକିଲା କାଳଗରର ରାଧାନାଥ. ପର୍ବତୀ
- ୪. ଅନ୍ତଃସ୍ଥଳ; ଅଭ୍ୟନ୍ତର —୪. Interior.
କି ଭାଗ୍ୟ ଫଳିବ ରଜନୀ—ଗରରେ ରାଧାନାଥ, ନନ୍ଦିକେଶରୀ
- ୫. ଗର୍ଭ (ଦେଖ) - ୫. Garbha (See)
ଗ୍ରାମ୍ୟ - ବିଶେଷଣ -
[ସମ୍ପାଦନା]ଗର୍ଭବତୀ; ଗର୍ଭଣୀ —Pregnant.
ଗତତ ହୋଇଥିବା ଗାଈଟିମାନଙ୍କ ନାମ ପକାଇଲେ କରଣେ କରି ଠିକ କୃଷ୍ଣସିଂହ. ମହାଭାରତ. ବଳ