ଗରୁଆ

ଉଇକିଅଭିଧାନ‌ରୁ

ଗରୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଗୁରୁ)[ସମ୍ପାଦନା]

୧. ଭାରି —୧. Heavy.

ଉଶ୍ୱାସ ଭାଗ ଉଠିଲା, ଚରୁଆ ତଳକୁ ଗଲା ଉଚ୍ଚ ନୀଚ ନୀଚ ଉଚ୍ଚ ଜଣା ବିଧିରେ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି


୨. ଅତ୍ୟନ୍ତ ଭାରି —୨. Very heavy.

ମେରୁ ଗରୁଆ ହେଲା ଗଭା ଫୁଲ କବୁସୂର୍ଯ୍ୟ. ସଙ୍ଗୀତ

୩. ଗରୁ (ଦେଖ) - ୩. Garu (See)

ପ୍ରାଦେଶିକ - (ପୁରୀ)ବିଶେଷଣ -[ସମ୍ପାଦନା]

(ନଡ଼ିଆ) ଯେଉଁ ନଡ଼ିଆରୁ ପରେ ପାଣି ମରି ଗଲେ ତାହା ଖୁରୁଡ଼ ହୋଇ ପାରିବ ନାହିଁ ବୋଲି ଆଗରୁ ବାଛି ଦିଆଯାଏ — (cocoanut) Which is found beforehand not to be fit to turn into Khuruṟḍ̠a afterwards.

[ଦ୍ରଷ୍ଟବ୍ୟ —ନଡ଼ିଆ ଗଛରୁ ତୋଳା ହେଲା ପରେ ସେଥିରୁ ଗରୁ ନଡ଼ିଆଯାକ ବାଛି ଦିଆଯାଏ; ଯେଉଁ ନଡ଼ିଆ ସାଧାରଣ ନଡ଼ିଆ ଅପେକ୍ଷା ହତକୁ ଗରୁ ବା ଭାରି ଜଣାଯାଏ ସେ ନଡ଼ିଆକୁ ବେଶି ଦିନ ରଖିଲେ ତାହାର ଭିତରର ଶଷରୁ ପାଣି ମରି ନ ଯାଇ ତାହା ସଢ଼ି ଯିବ ଅର୍ଥାତ୍ ଖୁରୁଡ଼ ହୋଇ ପାରିବ ନାହିଁ ବୋଲି ଜଣା ପଡ଼େ ଏପରି ଗରୁ ନଡ଼ିଆକୁ ଖୁରୁଡ଼ ପାଇଁ ସାଇତା ନ ଯାଇ ତାହା ନଗଦ ବିକ୍ରି କରି ଦିଆଯାଏ]