ଗର୍ଜିତ

ଉଇକିଅଭିଧାନ‌ରୁ

ଗର୍ଜିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗର୍ଜ୍ଜିତ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷଣ - (ଗର୍ଜ ଧାତୁ+ କର୍ତ୍ତୃ. ତ)[ସମ୍ପାଦନା]

୧. ଧ୍ୱନିତ —୧. Sounded.
୨. ଗର୍ଜନ କରୁଥିବା —୨. Roaring.

ସଂସ୍କୃତ - ବିଶେଷ୍ୟ - (+ ଭାବ. ତ)[ସମ୍ପାଦନା]

୧. ଗର୍ଜନ (ଦେଖ) - ୧. Garjana (See)
୨. ମେଘ ଗର୍ଜନ; ଘଡ଼ଘଡ଼ି — ୨. Thunder of clouds.
୩. ଗର୍ଜନ କରୁଥିବା ମତ୍ତହସ୍ତୀ — ୩. A roaring elephant in rut.