ଗୁଟି

ଉଇକିଅଭିଧାନ‌ରୁ

ଗୁଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗୁଡ଼୍ ଧାତୁ=ବେଷ୍ଟନ କରିବା+କର୍ମ. ଇ)[ସମ୍ପାଦନା]

୧. ବଟିକା —୧. Pill.
୨. ଗୁଳା; ଗୁଳି —୨. Ball; globule.
୩. ମୁକ୍ତା —୩. Pearl.
୪. ରେସମ ବା ତସର ପୋକର ଗୋଲାକାର ଖୋଳ — ୪. Cocoon.
୫. ଗୋଲ ବାଲିଗରଡ଼ା — ୫. Round pebble.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ଗୋବସନ୍ତ ରୋଗ — Rinderpest; cattle small-pox.

ସର୍ବ[ସମ୍ପାଦନା]

ଗୋଟି (ଦେଖ) - Goṭi (See)

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -[ସମ୍ପାଦନା]

ନଡ଼ିଆ ଗୋଟମା — Very small cocoanut fruiṭ