ଗୁଡ଼ାଏ

ଉଇକିଅଭିଧାନ‌ରୁ

ଗୁଡ଼ାଏ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ପ୍ରତ୍ୟୟ (ଅନାଦରାର୍ଥ)[ସମ୍ପାଦନା]

ଗୁଡ଼ା (ଦେଖ) - Guṟḍ̠ā (See)

ଦେଶଜ - ସର୍ବ[ସମ୍ପାଦନା]

ବହୁତ; ବେଶୀ —Much; many.

ତୁଛାକୁ ଗୁଡ଼ାଏତ କହୁଛ କାହିଁପାଇଁ—କୃଷ୍ଣସିଂହ. ମହାଭାରତ ବନ