ଗୁଡ଼ି
ଦେଖଣା
ଗୁଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁରୁ+ ଉଡ଼୍ଡ଼ୀନ)
[ସମ୍ପାଦନା]- ୧. କାଗଜ ଚକି — ୧. Paper kite.
- ୨. (ସଂସ୍କୃତ - ଗୁଡ଼ି= ଗୋଲକ) ସ୍ତ୍ରୀଲୋଲମାନଙ୍କ ପିନ୍ଧିବା ଲୁଗାର କାନି ପଣନ୍ତରେ ଦିଆଯିବା ଗଣ୍ଠି — ୨. Knot tied in the cloth worn by females at the end which hangs down the shoulder.
- ୩. ମସିଣା ବା ମୁନ୍ଦୁରାଇ ଗୋଟା ଯାଇଥିବା ଅଂଶ — ୩. The wound up or folded portion of a mat.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଗୋଷ୍ଠୀ)
[ସମ୍ପାଦନା]- ୧. ସଭା — ୧. Meeting.
(ଯଥା—ଆଜି ଗ୍ରାମପଞ୍ଚଙ୍କର ଗୁଡ଼ି ବସିଛି)
- ୨. ମନ୍ଦିର —୨. Temple.
- ୩. (ସମ୍ୱଲପୁର; ବାଲେଶ୍ୱର; ଗୋ ସ୍ଥାନରେ ଗୁ ଉଚ୍ଚାରଣ ଗୋଡ଼ି; ଛୋଟ ପଥର —୩. Pebble.
ଦେଶଜ - ପ୍ରତ୍ୟୟ (ଆଦରାର୍ଥ)
[ସମ୍ପାଦନା]ଗୁଡ଼ା (ଦେଖ) - — Guṟḍ̠ā (See)