ଗୁଡ଼ିଆଇବା
ଦେଖଣା
ଗୁଡ଼ିଆଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗୁଡ଼ାଇବା (ଦେଖ) - — ୧. Guṟḍ̠āibā (See)
କେତେକ ଅପସରା ଫୁଲକୁ ତୋଳାଇ, ଗଭା ଶୋଭା ପାଇଁ ବାନ୍ଧନ୍ତି ଗୁଡ଼ିଆଇ କୃଷ୍ଣସିଂହ, ମହାଭାରତ. ବନପର୍ବ
- ୨. 'ଗୁଡ଼ାଇବାର' ଣିଜନ୍ତ ରୂପ — ୨. Causative form of Guṟḍ̠āibā.
ଏହା ଶୁଣି ରାବଣ ଲୁଗା ଗୁଡ଼ିଆଇ—କୃଷ୍ଣସିଂହ. ମହାଭାରତ. ବନପର୍ବ