ଗୁଣ୍ଡ

ଉଇକିଅଭିଧାନ‌ରୁ

ଗୁଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗୁଣ୍ଡା ଧାତୁ+କର୍ମ. ଅ)[ସମ୍ପାଦନା]

୧. ଧୂଳି —୧. Dust.
୨. ଚୁର୍ଣ୍ଣ; ଚୂନା —୨. Powder.
୩. ଚୂନା କରିବା; ଚୂରିବା —୩. Pounding.
୪. ଶସ୍ୟର ମଇଳା ଚୂର୍ଣ୍ମ; ଚୂର୍ଣ୍ଣିତ ଶସ୍ୟ — ୪. Dirty flour or meal.
୫. ମଇଳା —୫. Dirt.
୬. ସୁଗନ୍ଧ ତଣବିଶେଷ; କେଶୁର — ୬. A kind of fragrant grass; the Kesur grass.
୭. କଳଧ୍ୱନି —୭. Murmuring sound.
୮. ତୈଳପାତ୍ର —୮. Oil-vessel.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗୁଳି; ଗୋଳା —୧. Bullet; shell.

ଗୁଣ୍ଡ ବାଜିବା ସ୍ଥାନକୁ ହେଜି ଭଣ୍ଡି ବାଙ୍ଗୁଲା ଅଛନ୍ତି ସାଜି ବ୍ରଜନାଥ ସମରତରଙ୍ଗ

୨. ଗୁଣ୍ଡି (ଦେଖ) - ୨. Guṇḍi (See)
୩. କୌଣସି ପଦାର୍ଥ (ଯଥା. ଛଣ, ଶସ୍ୟ)ର କ୍ଷୁଦ୍ର କ୍ଷୁଦ୍ର ଅଂଶ — ୩. Particles of things.

ଚଣ୍ଡା ପ୍ରସାଦ ଗୁଣ୍ଡକୁ ଖଞ୍ଜିଛନ୍ତି ବିଚାରି ଯେ ବ୍ରଜନାଥୟ. ସମରତରଙ୍ଗ

୪. ମୁରୂଜ —୪. Chalk or rice powder used in drawing figures on the floor.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ବଟକରା — Lumps of metal or stone used as stand ards for weighing.

[ ଦ୍ର—ଗାଳିରେ 'ତୋ ମୁଣ୍ଡରେ ଗୁଣ୍ଡ' ବ୍ୟବହୃତ ହୁଏ ଏଠାରେ 'ଗୁଣ୍ଡ' ତାଚ୍ଛଲ୍ୟ ଅର୍ଥ ବୁଝାଏ]