ଗୁଣ୍ଡ
ଦେଖଣା
ଗୁଣ୍ଡ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୁଣ୍ଡା ଧାତୁ+କର୍ମ. ଅ)
[ସମ୍ପାଦନା]- ୧. ଧୂଳି —୧. Dust.
- ୨. ଚୁର୍ଣ୍ଣ; ଚୂନା —୨. Powder.
- ୩. ଚୂନା କରିବା; ଚୂରିବା —୩. Pounding.
- ୪. ଶସ୍ୟର ମଇଳା ଚୂର୍ଣ୍ମ; ଚୂର୍ଣ୍ଣିତ ଶସ୍ୟ — ୪. Dirty flour or meal.
- ୫. ମଇଳା —୫. Dirt.
- ୬. ସୁଗନ୍ଧ ତଣବିଶେଷ; କେଶୁର — ୬. A kind of fragrant grass; the Kesur grass.
- ୭. କଳଧ୍ୱନି —୭. Murmuring sound.
- ୮. ତୈଳପାତ୍ର —୮. Oil-vessel.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୁଳି; ଗୋଳା —୧. Bullet; shell.
ଗୁଣ୍ଡ ବାଜିବା ସ୍ଥାନକୁ ହେଜି ଭଣ୍ଡି ବାଙ୍ଗୁଲା ଅଛନ୍ତି ସାଜି ବ୍ରଜନାଥ ସମରତରଙ୍ଗ
- ୨. ଗୁଣ୍ଡି (ଦେଖ) - ୨. Guṇḍi (See)
- ୩. କୌଣସି ପଦାର୍ଥ (ଯଥା. ଛଣ, ଶସ୍ୟ)ର କ୍ଷୁଦ୍ର କ୍ଷୁଦ୍ର ଅଂଶ — ୩. Particles of things.
ଚଣ୍ଡା ପ୍ରସାଦ ଗୁଣ୍ଡକୁ ଖଞ୍ଜିଛନ୍ତି ବିଚାରି ଯେ ବ୍ରଜନାଥୟ. ସମରତରଙ୍ଗ
- ୪. ମୁରୂଜ —୪. Chalk or rice powder used in drawing figures on the floor.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ବଟକରା — Lumps of metal or stone used as stand ards for weighing.
[ ଦ୍ର—ଗାଳିରେ 'ତୋ ମୁଣ୍ଡରେ ଗୁଣ୍ଡ' ବ୍ୟବହୃତ ହୁଏ ଏଠାରେ 'ଗୁଣ୍ଡ' ତାଚ୍ଛଲ୍ୟ ଅର୍ଥ ବୁଝାଏ]