ଗୋକଣ୍ଟକ

ଉଇକିଅଭିଧାନ‌ରୁ

ଗୋକଣ୍ଟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଗୋଲୁଖୁରା — ୧. Hoof of a caw.


୨. ଗୋରୁଖୁରାର ଚିହ୍ନ —୨. Print of a cow's hoof.
୩. ଗୋରୁ ମାଡ଼ିଥିବା ଯୋଗୁଁ ଖାଲ ଢ଼ିପ ହୋଇଥିବା ହେତୁରୁ ଯେଉଁଠାରେ ଲୋକେ ଚାଲି ପାରନ୍ତ ନାହିଁ — ୩. A palce made impassable owing to having been trodden upon by cattle.
୪. ଗୋକ୍ଷୁର (ଦେଖ) - ୪. Gokshura (See)