ଗୋକଣ୍ଟକ
ଦେଖଣା
ଗୋକଣ୍ଟକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଗୋଲୁଖୁରା — ୧. Hoof of a caw.
- ୨. ଗୋରୁଖୁରାର ଚିହ୍ନ —୨. Print of a cow's hoof.
- ୩. ଗୋରୁ ମାଡ଼ିଥିବା ଯୋଗୁଁ ଖାଲ ଢ଼ିପ ହୋଇଥିବା ହେତୁରୁ ଯେଉଁଠାରେ ଲୋକେ ଚାଲି ପାରନ୍ତ ନାହିଁ — ୩. A palce made impassable owing to having been trodden upon by cattle.
- ୪. ଗୋକ୍ଷୁର (ଦେଖ) - ୪. Gokshura (See)