Jump to content

ଗୋଦ

ଉଇକିଅଭିଧାନ‌ରୁ

ଗୋଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଗୋ=ଜଳ+ଦା ଧାତୁ=ଦେବା+କତ୍ତୃ.ଅ)

[ସମ୍ପାଦନା]
୧. ମସ୍ତିସ୍କ; ମଗଜ —୧. Brain.
୨. ମସ୍ଥିସ୍କ ମଧ୍ୟସ୍ଥ ସ୍ନେହ ପଦାର୍ଥ — ୨. The oily substance inside the brain.
୩. ଗୋଦାବରୀ ନିକଟସ୍ଥ ଦେଶବିଶେଷ — ୩. Name of a a province near the Godābarī river in S. India.
(ଗୋଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଗୋ=ଗୋରୁ+ଦା ଧାତୁ+କତ୍ତୃ. ଅ)

[ସମ୍ପାଦନା]

ଯେ ବ୍ରାହ୍ମଣକୁ ଗୋଦାନ କରେ — One who gives cows to Brāhmaṇas.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ଗୋଦର (ଦେଖ) - Godara (See)