ଗୋବିନ୍ଦ
ଦେଖଣା
ଗୋବିନ୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗୋ+ ବିଦ୍ ଧାତୁ+ କର୍ତ୍ତୃ. ଅ)
[ସମ୍ପାଦନା]- ୧. ବିଷ୍ଣୁ — ୧. Bishṇu.
- ୨. ଶ୍ରୀକୃଷ୍ଣ —୨. Srīkṛushṇa.
- ୩. ଗୋପାଳ —୩. Cowherd.
- ୪. ବୃହସ୍ପତି (ଦେଖ) - ୪. Bṛuhaspati (See)
- ୫. ଗୋପନ୍ଦ; ଶ୍ରେଷ୍ଠ ଗୋପାଳ — ୫. A chief herdsman (M.W.)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅଚ୍ୟୁତାନନ୍ଦଙ୍କ ଶିଷ୍ୟ ଦ୍ୱାଦଶ ଗୋପାଳଙ୍କ ମଧ୍ୟରୁ ଜଣେ —୧. One of the twelve cowherd-disciples of Achyutānanda.
- ୨. ପୁରୁଷଙ୍କୁ ଦିଆଯିବା ନାମ — ୨. A name given to males.