Jump to content

ଗୋଳିଆପୋଳିଆ

ଉଇକିଅଭିଧାନ‌ରୁ

ଗୋଳିଆପୋଳିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଗ୍ରାମ୍ୟ - ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ଗୋଳିଆଗୋଳି (ଦେଖ) - Goḻiāgoḻi (See)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଅସ୍ତବ୍ୟସ୍ତ ଭାବରେ — ୧. In a confused manner.
୨. ଯେନତେନ ପ୍ରକାରେଣ —୨. Anyhow.
୩. ଭଲମନ୍ଦ ମିଶିମିଶି ହୋଇ — ୩. In a mixed manner.