ଘଟନ

ଉଇକିଅଭିଧାନ‌ରୁ

ଘଟନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଘଟ ଧାତୁ+ ଭାବ .ଅନ)[ସମ୍ପାଦନା]

୧. ବ୍ୟାପାର; ଘଟିବା କର୍ମ — ୧. Event; happening; occurrence.
୨. ମେଳନ; ମିଶାଇବା — ୨. Conjuction; combination.
୩. ଯୋଜନା —୩. Joining; union.
୪. ଦୈବୀଘଟନା; ଆକସ୍ମିକ ବ୍ୟାପାର —୪. Accident.
୫. ଘଟାଇବା; ସମ୍ପାଦନ — ୫. Accomplishment; effecting.
୬. ଦୈବଗତି; ବିଧିନିର୍ବନ୍ଧ —୬. Happening of the inevitable; Divine despensation.
୭. ନିର୍ମାଣ କରିବା —୭. Making; construction.
୮. ବିବାଦ; ଶତ୍ରୁତା —୮. Hostility; strife.
୯. ହସ୍ତିସୈନ୍ୟ —୯. An army consisiting of elephants and their riders (M.W.)
୧. (ସମାସରେ) ଅମୂକ ସଙ୍ଗେ ମିଳନ ବା ସମ୍ୱନ୍ଧ — ୧୦. (in compounds) Connection or union with (M.W.)
୧୧. ବନ୍ଦୋବସ୍ତ; ଆୟୋଜନ; ଯୋଗାଡ଼ — ୧୧. Arrangement; disposition.
୧୨. ସାହିତ୍ୟିକ ରଚନା — ୧୨. A literary Composition (M.W.).
୧୩. ଜୁଟାଇବା —୧୩. Procuring.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]

ଘଟଣା (ଦେଖ) - Ghaṭaṇa (see)

(ଯଥା— ବଡ଼ା ଘଟନାର ମାଈଝୀଟିଏ= ଖୁବ୍ ସୁନ୍ଦରୀସ୍ତ୍ରୀଟିଏ)