ଘଟନ
ଦେଖଣା
ଘଟନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଘଟ ଧାତୁ+ ଭାବ .ଅନ)
[ସମ୍ପାଦନା]- ୧. ବ୍ୟାପାର; ଘଟିବା କର୍ମ — ୧. Event; happening; occurrence.
- ୨. ମେଳନ; ମିଶାଇବା — ୨. Conjuction; combination.
- ୩. ଯୋଜନା —୩. Joining; union.
- ୪. ଦୈବୀଘଟନା; ଆକସ୍ମିକ ବ୍ୟାପାର —୪. Accident.
- ୫. ଘଟାଇବା; ସମ୍ପାଦନ — ୫. Accomplishment; effecting.
- ୬. ଦୈବଗତି; ବିଧିନିର୍ବନ୍ଧ —୬. Happening of the inevitable; Divine despensation.
- ୭. ନିର୍ମାଣ କରିବା —୭. Making; construction.
- ୮. ବିବାଦ; ଶତ୍ରୁତା —୮. Hostility; strife.
- ୯. ହସ୍ତିସୈନ୍ୟ —୯. An army consisiting of elephants and their riders (M.W.)
- ୧. (ସମାସରେ) ଅମୂକ ସଙ୍ଗେ ମିଳନ ବା ସମ୍ୱନ୍ଧ — ୧୦. (in compounds) Connection or union with (M.W.)
- ୧୧. ବନ୍ଦୋବସ୍ତ; ଆୟୋଜନ; ଯୋଗାଡ଼ — ୧୧. Arrangement; disposition.
- ୧୨. ସାହିତ୍ୟିକ ରଚନା — ୧୨. A literary Composition (M.W.).
- ୧୩. ଜୁଟାଇବା —୧୩. Procuring.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]ଘଟଣା (ଦେଖ) - Ghaṭaṇa (see)
(ଯଥା— ବଡ଼ା ଘଟନାର ମାଈଝୀଟିଏ= ଖୁବ୍ ସୁନ୍ଦରୀସ୍ତ୍ରୀଟିଏ)