ଘଣା ପକାଇବା

ଉଇକିଅଭିଧାନ‌ରୁ

ଘଣା ପକାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ତୈଳ ବାହାର କରିବା ନିମନ୍ତେ ବଳଦ ବା ମନୁଷ୍ୟ ଲଗାଇ ଘଣା ଯନ୍ତ୍ର ଚାଳନ୍ କରିବା —To be engaged in the act of driving an oil-mill.
୨. (ଲକ୍ଷଣାର୍ଥ) ହଇରାଣ କରିବା; ଅଯଥା କଷ୍ଟଦେବା — ୨. (figurative) To put a person to trouble; to harass a person.