Jump to content

ଘଣ୍ଟୀ

ଉଇକିଅଭିଧାନ‌ରୁ

ଘଣ୍ଟୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଘଣ୍ଟ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଘଣ୍ଟା ପରି ଶବ୍ଦ କରୁଥିବା — ୧. Sounding like a bell.
୨. ଯହିଁରେ ଘଣ୍ଟା ଲାଗି ଥାଏ — ୨. Furnished with bells.

ସଂସ୍କୃତ - ବିଶେଷ୍ୟ - (ଘଣ୍ଟ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଶିବ —୧. Ṡiba.
୨. ଘଣ୍ଟିକା (ଦେଖ) - ୨. Ghaṇṭikā (See)