Jump to content

ଘରଆଡ଼

ଉଇକିଅଭିଧାନ‌ରୁ

ଘରଆଡ଼

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅନ୍ତଃପୁର; ଗୃହର ଯେଉଁ ଅଂଶରେ ସ୍ତ୍ରୀମାନେ ଚଳପ୍ରଚଳ ହୁଅନ୍ତି —୧. Female compartments; zenana.
୨. ନିଜର ସ୍ତ୍ରୀ —୨. One's wife.

(ଦାଣ୍ଡଆଡ଼—ବିପରୀତ)

[ଦ୍ରଷ୍ଟବ୍ୟ —ସାଧାରଣଃ ଆମ ସମାଜରେ ପୁରୁଷମାନେ କଥାପ୍ରସଙ୍ଗରେ ନିଜର ସ୍ତ୍ରୀଙ୍କୁ 'ମୋ ସ୍ତ୍ରୀ' ବୋଲି କହିବାକୁ କୁଣ୍ଠିତ ହୁଅନ୍ତି ଓ ସେଥିପାଇଁ କହି ଥାଆନ୍ତି ଆମ ଘରଆଡ଼, ଉଆସଆଡ଼ ଏହିପରି ସ୍ତ୍ରୀମାନେ ନିଜର ସ୍ୱାମୀଙ୍କୁ ମୋ ସ୍ୱାମୀ ବୋଲି ନ କହି ଦାଣ୍ଡଆଡ଼, ବାହାରଆଡ଼ ଶବ୍ଦ ବ୍ୟବହାର କରନ୍ତି]

୧୩. କାର୍ଯ୍ୟାଳୟ; ଅଫିସ୍ —୧୩. Office.

(ଯଥା—ଡାକଘର, ଥାନା ଘର)

୧୪. ଘରା (ଦେଖ) - —୧୪. Gharā (See).