Jump to content

ଘଷର ପଶର

ଉଇକିଅଭିଧାନ‌ରୁ

ଘଷର ପଶର

ଉଚ୍ଚାରଣ

[ସମ୍ପାଦନା]
(file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]
୧. ଘଷର ଘଷର (ଦେଖ) - ୧. Ghashara ghashara (See)
୨. ଲହର ପହର; ବହୁବାର ଏକସ୍ଥାନ ପାଖ ଦେଇ ଯିବା ଆସିବା କରିବା — ୨. Moving to and fro about a place.

ତୁମ୍ଭେ ଯହିଁ ପାଇଁ ଘଷରପଶର ଆମେ ସେ କଥାଟି ଜାଣୁ—ଢଗ

୩. କୌଣସି କାର୍ଯ୍ୟ କରିବା ବିଷୟରେ ଅନୁଚିତ ବିଳମ୍ୱ ବା ଶିଥିଳତା —୩. Undue delay or laxity in the doing of a work.