ଘୋଷା
ଦେଖଣା
ଘୋଷା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଘୁଷ୍ ଧାତୁ=ଶବ୍ଦକରିବା+କର୍ତ୍ତୃ. ଅ+ଆ)
[ସମ୍ପାଦନା]- ୧. ପାନମହୁରୀ —୧. Aniseed.
- ୨. ବିଡ଼ଙ୍ଗ (ଦେଖ) - ୨. Biṟḍ̠aṅga (See)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଆରବୀ - ଗୁସ୍ସା)—କ୍ରୋଧ; ରାଗ —୧. Anger.
ଏହି ସିନା ବିଚିତ୍ର କେହି ସେ ହେଲା ପାତ୍ର ମୁହଁ ନା ଚାହାଁ ଭଳି ଘୋଷାକୁରେ କବିସୂର୍ଯ୍ୟ. ସଙ୍ଗୀତ
ଅନୁବାଦ
[ସମ୍ପାଦନା]ଘୋଷା
|
- ୨. (ତେଲୁଗୁ—ଗୋସା) ସ୍ତ୍ରୀମାନଙ୍କ ଅବରୋଧପ୍ରଥା — ୨. The custom of females not coming out in public; observance of the zenana system.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଘୁଷ୍ ଧାତୁ=ଶବ୍ଦ କରିବା)
[ସମ୍ପାଦନା]- ୧. ଗୀତର ଡୂହା ବା ଧ୍ରୁ ବପଦ; ଧ୍ରୁ ବକ — ୧. Refrain of a song; that part of a song which is repeated at the end of every stanza.
- ୨. ବହୁବାର ଆବୃତ୍ତି — ୨. Uttering repeatedly; repeated recital.
ସମସ୍ତେ ମୂଖେ କରି ହରି ନାମ ଘୋଷା—କୃଷ୍ଣସିଂହ. ମହାଭାରତ. ବନ
- ୩. ପାଠ ମୂଖସ୍ତ କରିବା —୩. Getting by heart; reciting a lesson repeatedly.
ଦେଶଜ - ବିଶେଷଣ -
[ସମ୍ପାଦନା]ଯେଉଁ ଛାତ୍ର କିଛି ଅର୍ଥ ନ ବୁଝି ପାଠକୁ ଶୁଆ ପରି ମୂଖସ୍ତ କରିବାର ଅଭ୍ୟସ୍ତ —(a student) Given to getting thing by heart like a parrot.
ବୈଦେଶିକ - ବିଶେଷଣ - (ଆରବୀ - ଗୁସ୍ସା)
[ସମ୍ପାଦନା]କ୍ରୁଧ —Angry.