ଚଉରୀ
ଦେଖଣା
ଚଉରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଚମରୀ)—କେଶଦ୍ୱାରା ନିର୍ମିତ କେଶବନ୍ଧନ— ରଜ୍ଜୁ —୧. A string made of hairs strung together and used as a tape for tying the hair.
- ୨. (ସଂସ୍କୃତ - ଚତ୍ୱର)—ଚିରିଆଡ଼େ ଘେରିଥିବା ପ୍ରାଙ୍ଗଣ; ଖଞ୍ଜା — ୨. Courtyard surrounded by houses on four sides.
- ୩. (ସଂସ୍କୃତ - ଚତ୍ୱର) ଚଉଶାଳା (ଦେଖ) - ୩. Chauṡālā (See)
- ୪. ଚାମର (ଦେଖ) - ୪. Chāmara (See)
- ୫. ସତ୍ୟଆମ୍ୱ (ଦେଖ) - ୫. Satya-āmba (See)
- ୬. ଅଗଣା ମଧ୍ୟରେ ଥିବା ଛୋଟ ପକ୍କା ବେଦୀ — ୬. A small pucca raised platform or altar in a courtyard.
- ୭. (ସଂସ୍କୃତ - ଚତୁରିକା)—ଚାରିକୋଣିଆ ଅଗଣା — ୭. A quadrangular courtyard.