ଚକ୍ରବାଡ଼

ଉଇକିଅଭିଧାନ‌ରୁ

ଚକ୍ରବାଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଚକ୍ରବାଳ (ଦେଖ) - Chakrabāḻa (See)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଚନ୍ଦ୍ରମଣ୍ତଳ; ସୂର୍ଯ୍ୟମଣ୍ତଳ — The halo of the sun or moon.

ସ୍ତନ ଉନ୍ନତ ଚକ୍ରବାଡ ସୀମାକୁ ନେତ୍ର କମଳ ନ ବଳିଲା ଅଭିମନ୍ୟୁ. ବିଦଦ୍ଧଚିନ୍ତାମଣି