ଚଞ୍ଚୂ

ଉଇକିଅଭିଧାନ‌ରୁ

ଚଞ୍ଚୂ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଚଞ୍ଚ୍ ଧାତୁ= ଖାଇବା=କରଣ ଉ; ଯାହାଦ୍ୱାରା ପକ୍ଷୀ ଖାଦ୍ୟ ଗ୍ରହଣ କରେ)[ସମ୍ପାଦନା]

୧. ପକ୍ଷୀର ଥଣ୍ଟ —୧. Bill or beak of a bird.
୨. ରକ୍ତଏରଣ୍ଡ; ନାଲି ଭେରଣ୍ଡାଗଛ; ନାଲି ଗବଗଛ (ଦ୍ରବ୍ୟଗୁଣ) —୨. The red variety castor seed plant.
୩. ମୃଗ; ହରିଣ —୩. Deer.
୪. ବର୍ଷାଦିନେ କଅଁଳିବା ଏକପ୍ରକାର ଶାଗ (ହିନ୍ଦୀ - ଶବ୍ଦସାଗର) — ୪. A kind of pot-herb coming out during the rains.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଚଞ୍ଚା (ଦେଖ) - — Chan̄chā (See)



ଚଞ୍ଚୂ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଚଞ୍ଚୁ (ଦେଖ) - Chan̄chu (See)