ଚଡ଼କ
Appearance
ଚଡ଼କ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚଡ଼କ
|
ଦେଶଜ - ବିଶେଷ୍ୟ -(ଚଡ଼ଚଡ଼ ଧ୍ୱନ୍ୟନୁକରଣ; ତଡ଼ିତ)
[ସମ୍ପାଦନା]- ୧. ବଜ୍ର —୧. Thunder.
- ୨. ବଜ୍ରସୁଚି —୨. Thunder bolt.
ଗଳି ନଉଡ଼ି ଗଲା ବକ ଶକଟେ ପଡ଼ିଲା ଚଉକ—ଭୂପତି, ପ୍ରେମପଞ୍ଚାମୃତ
ପ୍ରାଦେଶିକ - (ମେଦିନୀପୁର, ବାଲେଶ୍ୱର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ଚଡ଼କ; ସଂସ୍କୃତ - ଚକ୍ର; ଫାରାସୀ - ଚର୍ଖ=ଚକ)
[ସମ୍ପାଦନା]ଚଡ଼କ ପୂଜା (ଦେଖ) - — Chaṟḍ̠aka pūjā (See)