Jump to content

ଚଡ଼କ

ଉଇକିଅଭିଧାନ‌ରୁ

ଚଡ଼କ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ଚଡ଼ଚଡ଼ ଧ୍ୱନ୍ୟନୁକରଣ; ତଡ଼ିତ)

[ସମ୍ପାଦନା]
୧. ବଜ୍ର —୧. Thunder.
୨. ବଜ୍ରସୁଚି —୨. Thunder bolt.

ଗଳି ନଉଡ଼ି ଗଲା ବକ ଶକଟେ ପଡ଼ିଲା ଚଉକ—ଭୂପତି, ପ୍ରେମପଞ୍ଚାମୃତ

ପ୍ରାଦେଶିକ - (ମେଦିନୀପୁର, ବାଲେଶ୍ୱର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ଚଡ଼କ; ସଂସ୍କୃତ - ଚକ୍ର; ଫାରାସୀ - ଚର୍ଖ=ଚକ)

[ସମ୍ପାଦନା]

ଚଡ଼କ ପୂଜା (ଦେଖ) - — Chaṟḍ̠aka pūjā (See)