ଚତୁରୁଷଣ

ଉଇକିଅଭିଧାନ‌ରୁ

ଚତୁରୁଷଣ

ଓଡ଼ିଆ[ସମ୍ପାଦନା]

ଶୁଣ୍ଠି, ପିପ୍ପଳୀ, ମରିଚପିପ୍ପଳା ମୂଳ। ଆୟୁର୍ବେଦ ମତରେ ମହୁ ଅନୁପାନ ସହିତ ଏହା ଅଜୀର୍ଣ, ଅଗ୍ନିମାନ୍ଦ୍ୟ, ଶୂଳ, ଆମଦୋଷ, ଗୁଳ୍ମ, ପ୍ଳୀହା, ଉଦରୀ, ଅର୍ଶ ଓ ବିଷଦୋଷ ପ୍ରଭୃତି ନାଶକାରୀ। ଏହାର କ୍ୱାଥ ସେବନ କଲେ କୃମି, ଅଜୀର୍ଣ, ଗୁଳ୍ମ ଆଦି ଭଲହୁଏ।

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ସମାହାରଦ୍ୱିଗୁ; ଚତୁଃ+ ଊଷଣ) (ବୈଦ୍ୟକ)

ଔଷଧାର୍ଥେ ଏକତ୍ର ମିଶ୍ରିତ ଶୁଣ୍ଠି ପିପ୍ପଳୀ, ମରିଚ ଓ ପିପ୍ପଳୀମୂଳ —A mixture of dried ginger, longpepper, blackpepper and longpepper-root used as medicine.