Jump to content

ଚମର

ଉଇକିଅଭିଧାନ‌ରୁ

ଚମର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚମରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - (ଚମ୍+ଧାତୁ=ଗତି କରିବା+କର୍ତ୍ତୃ. ଅର)[ସମ୍ପାଦନା]

୧. ଚାମର (ଦେଖ) - ୧. Chāmara (See)

କଜ୍ଜଳ ଚମର, ପ୍ରତ୍ୟକ୍ଷ ପରକଟ ଚରମର ଭଞ୍ଜ. ପ୍ରେମସୁଧାନିଧି

୨. ଚମରମୃଗ; ମୃଗବିଶେଷ —୨. A kind of deer.
୩. ଅଣ୍ଡିରା ଚମରୀ ଗୋ —୩. The yak.
୪. ଦୈତ୍ୟବିଶେଷ —୪. Name of a demon.