ଚର୍ମ

ଉଇକିଅଭିଧାନ‌ରୁ

ଚର୍ମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚର୍ମ୍ମ—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଚର୍ ଧାତୁ+କରଣ ମନ୍ ୧ମା, ୧ବ ଯାହାଦ୍ୱାରା ବୋଧ ବା ସ୍ପର୍ଶ କରାଯାଏ)[ସମ୍ପାଦନା]

୧. ଚମଡ଼ା; ତ୍ୱକ୍; ଚମ — ୧. Skin.
୨. ଜୀବ ଦେହର ଛାଲ —୨. Hide.
୩. ଗଛର ଛେଲି; ବକଳ —୩. Back.
୪. ଢ଼ାଲ —୪. Shield.
୫. ବର୍ମ —୫. Armour.
୬. ମସଲାଦ୍ୱାରା କଷା ହୋଇ ପାଲିମ ଓ ସ୍ଥାୟୀ କରାଯାଇଥିବା ଚମଡ଼ା —୬. Leather.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଚରମ (ଦେଖ) - Charama (See)

କର୍ମ କରି କର୍ମକାଣ୍ଡ କଚି ଚର୍ମ କିପାଁକର ଅଭିମନସେ ଦୀ.କୃଷ୍ଣ. ରସକଲ୍ଲୋଳ