ଚଲା

ଉଇକିଅଭିଧାନ‌ରୁ

ଚଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଚାଲୁଣୀଦ୍ୱାରା ଚଲାଇବା କାର୍ଯ୍ୟ — ୧. Act of sifting through a sieve.
୨. ଚାଲିବା —୨. Walking.
୩. ଥଳ; ନଦୀର ପାଣି କମିଯିବା ଯୋଗୁଁ ଲୋକେ ନଈରେ ପଶି ନଈ ପାରି ହେବା ଅବସ୍ଥା — ୩. Fordable condition of a river.
୪. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ; ଯଥା—ଖଇଚଲା, ବିରିଚଲା, ଚାଉଳଚଲା) ଚାଲୁଣୀ —୪. Sieve.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଯେଉଁ ପଥରେ କେବଳ ପାଦରେ ଚାଲି ଯିବାକୁ ହୁଏ — ୧. (road or path) Passable by foot.

(ଯଥା—ଚଲା ବାଟ)

(ଗହୀର; ଗଣ୍ଡ—ବପରୀତ)

୨: ନଦୀର ଯେଉଁ ଅଂଶରେ ମନୁଷ୍ୟ ପଶି ଚାଲିଯାଇ ପାରେ — ୨. Fordable part of a river.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ଜଳମିଶ୍ରିତ ଘୋଳଦହି; ଚହ୍ଲା — Churned curd.



ଚଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ଓ. ଗ୍ରାମ୍ୟ. (ଇତର) ବିଶେଷ୍ୟ - (ସଂସ୍କୃତ - ଚେଟକ; ପ୍ରା. ଚେଡ଼ା)[ସମ୍ପାଦନା]

ଚେଲା; ଶିଷ୍ୟ —Disciple.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳନ)[ସମ୍ପାଦନା]

ଚାଲି (ଦେଖ) - Chāli (See)