ଚଳାଣ

ଉଇକିଅଭିଧାନ‌ରୁ

ଚଳାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଚାଳକ)[ସମ୍ପାଦନା]

ଯେ ରାଜାଙ୍କର କାର୍ଯ୍ୟ ଚଳାନ୍ତି; ରାଜକାର୍ଯ୍ୟ ପରିଚାଳନକାରୀ — Conducting royal business.

ରାଜବିଧି ଯେତେ ବେଭାର ଚଳାଣ ପରୀକ୍ଷା ବଳ ଘେନି ସଙ୍ଗର ପ୍ରାଚୀ. ନଳଚରିତ

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଚଲାଣି (ଦେଖ) - Chalāṇa (See)



ଚଳାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଚଲାନ୍—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳ ଧାତୁ ଚାଳନ)[ସମ୍ପାଦନା]

୧. ପଣ୍ୟ ଦ୍ରବ୍ୟଦିର ପ୍ରେରଣ; ରପ୍ତାନି — ୧. Exporting commodities.
୨. ଧନାଦିର ପ୍ରେରଣ —୨. Remittance of money or things; transmittance.
୩. ପୁଲିସଦ୍ୱାରା ଧୃତ ଅପରାଧୀ ବ୍ୟକ୍ତିଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟକୁ ବିଚାରାର୍ଥ ପ୍ରରଣ କରିବା —୩. Sending up of an accused arrested by the police in custody for trial to a magistrate.
୪. ପ୍ରେରିତ ପଣ୍ୟ ଦ୍ରବ୍ୟ ସଙ୍ଗେ ପଠାଯିବା ତାଲିକା — ୪. Memo or invoice of articles sent.
୫. ରାଜକୋଷରେ ଟଙ୍କା ଦାଖଲ କରିବାର ଚୁମ୍ୱକ ବିବରଣ ପତ୍ର ବା ଟୀପା —୫. A memo of remittances sent to the treasury.

[ଦ୍ରଷ୍ଟବ୍ୟ —ପ୍ରେରକ ଟଙ୍କା ସଙ୍ଗେ ଚଳାଣକୁ ପଠାଏ ଏବଂ ଟଙ୍କା ପାଇବା ବ୍ୟକ୍ତି ପ୍ରାପ୍ତିସ୍ୱୀକାରପୂର୍ବକ ଏଥିରେ ସ୍ୱାକ୍ଷର କରି ପ୍ରେରକଙ୍କ ନିକଟକୁ ଏହାକୁ ଫେରାଇ ଦିଏ ମାଦକ ଦ୍ରବ୍ୟ ଅବକାରୀ ଜିନିଷ ସଙ୍ଗେ ଯେଉଁ ଚାଲାଣ (ପତ୍ର) ଯାଏ, ମାଲ ନେଉଥିବା ବ୍ୟକ୍ତି ପକ୍ଷରେ ତାହା ଛାଡ଼ି ଚିଠି (pass-port)ର ମଧ୍ୟ କାମ କରେ ଏ ଶବ୍ଦ ଇଂରାଜି ଭାଷାରେ ମଧ୍ୟ ଚଳିଳାଣି —Chalāṇ.]