Jump to content

ଚହକାଇବା

ଉଇକିଅଭିଧାନ‌ରୁ

ଚହକାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଚହକିବାର ଣିଜନ୍ତ ରୂପ — ୧. Causative form of Chahakibā


(ଚହକେଇବା—ଅନ୍ୟରୂପ)

୨. ଚମକାଇବା (ଦେଖ) - ୨. Chamakāibā (See)

ଚାମରଚିକୁଲା ମତେ ଚହକାଇ ପଚାରିଲୁ କହ— କବିସୂର୍ଯ୍ୟ. କିଶୋରୀଚମ୍ପୁ