ଚାକୁଣ୍ଡା

ଉଇକିଅଭିଧାନ‌ରୁ

ଚାକୁଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ରମର୍ଦ୍ଦ)[ସମ୍ପାଦନା]

୧. କାଞ୍ଚନାଦି ବର୍ଗର ବନ୍ୟ କ୍ଷୂପ ବିଶେଷ; ଯାଦୁଖାଇ ଗଛ —୧. Cassia Tora.

[ଦ୍ରଷ୍ଟବ୍ୟ —ଏହାର ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟେ, ଫୁଲର ବର୍ଣ୍ଣ ହଳଦିଆ, ମଞ୍ଜି ଚକ୍ରାକାର ଯାଦୁ ମାରିବାରେ ବ୍ୟବହୃତ ହୁଏ ବୈଦିକ ଅନୁସାରେ ଏହା ପିତ୍ତ, ବାୟୁ, କଫ, ଶ୍ୱାସ, ଦଦ୍ରୁ ଓ କୃମିନାଶକ]

୨. କାଶମର୍ଦ୍ଦ (ଦେଖ) - ୨. Kāṡamardda (See)
୩. ବିଲାତି ଚାକୁଣ୍ଡା — ୩. Delbergia Lanceolaria.

[ଦ୍ରଷ୍ଟବ୍ୟ —ଏହା ନଈ ବା ଝରଣା କୂଳରେ ବା ପାହାଡ଼ରେ ଜନ୍ମେ ଏ ଗଛ ଅଳ୍ପକାଳ ମଧ୍ୟରେ ମହାଦ୍ରୁମ ଆକାର ଧାରଣ କରେ ଏହାର ପତ୍ର ଚାକୁଣ୍ଡା ଗଛର ପତ୍ର ପରି ଏହାର ଫୁଲ ନାଲି ଏବଂ କେଶରଯୁକ୍ତ କାଠ ଧଳା ମାତ୍ର ମଞ୍ଜି କଳା ଏ କାଠ କଞ୍ଚା ବେଳେ ମଧ୍ୟ ଜଳେ]

ଦେଶଜ - ବିଶେଷଣ -[ସମ୍ପାଦନା]

ଦାରା, ସୁତ, ଧନ ଆଦି ସାଂସାରିକ ବିଷୟରେ ଏକାନ୍ତ ଆସକ୍ତ —Tied down or addicted to worldly affairs.

ତାରା ତନୟ ଧନରେ ଯେ ହୁଅନ୍ତି ମୋହି, ଚାକୁଣ୍ଡା ବୋଲି ତାହାଙ୍କୁ ସଂସାରରେ କହି ପୀତାମ୍ୱର, ନୃସିଂହପୁରାଣ