ଚାଙ୍ଗୁ

ଉଇକିଅଭିଧାନ‌ରୁ

ଚାଙ୍ଗୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

୧. ଓଡ଼ିଶା ଗଡ଼ଜାତର ଜୁଆଙ୍ଗ ଆଦି ଅଧିବାସୀଙ୍କର ଚାଙ୍ଗୁବାଦ୍ୟ ସହ ନାଟ — ୧. A dance prevalent among the wild tribes of the Oriya agency tracts.
୨. ଚାଙ୍ଗୁବାଦ୍ୟ (ଦେଖ) - ୨. Chāṅgubādya (See)