ଚାଣ୍ଡ

ଉଇକିଅଭିଧାନ‌ରୁ

ଚାଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଣ୍ଡତା ବା ଚାଣ୍ଡ୍ୟ)[ସମ୍ପାଦନା]

ତୀବ୍ରତା — Acuteness.

ରାମଙ୍କ କାଣ୍ଡ ଚାଣ୍ଡ ରାବଣ ନ ସହି—କୃଷ୍ଣସିଂହ. ମହାଭାରତ. ବନ.

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

ଚାଣ୍ଡେ (ଦେଖ) - Chāṇḍe (See)