ଚୁକ୍
ଦେଖଣା
ଚୁକ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ଭୁଲ୍ ଚୁକ୍ ଶବ୍ଦର ସହଚରରୂପେ, ଚକ୍= ଭୁଲ୍; ସଂସ୍କୃତ - ଚ୍ୟୁତ)
[ସମ୍ପାଦନା]- ୧. ଭ୍ରାନ୍ତି; ଭ୍ରମ — ୧. Mistake; error; blunder; oversight.
- ୨. ବିସ୍ତୃତି —୨. Forgetting.
- ୩. ଅଭାବ —୩. Defect; omission.
ଚୁକ୍
ଉଚ୍ଚାରଣ
[ସମ୍ପାଦନା](ଚୁକୀ—ସ୍ତ୍ରୀ)
ଗ୍ରାମ୍ୟ - ବିଶେଷଣ - ପୁଂ(ଅଶ୍ଳୀଳ)
[ସମ୍ପାଦନା]ଚୁକା (ଦେଖ) - Chukā (See)