ଚୁକ୍ତି
ଦେଖଣା
ଓଡ଼ିଆ
[ସମ୍ପାଦନା]- ଚୁକ୍ତି
- ରାଜିନାମା
ଚୁକ୍ତି
ଉଚ୍ଚାରଣ
[ସମ୍ପାଦନା]$1
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚ୍ୟୁତ୍ କୃତ୍ତି; ପ୍ରା. ଚୁକ୍କି ହିନ୍ଦୀ - ଶବ୍ଦସାଗର)
[ସମ୍ପାଦନା]- ୧. ଶେଷ ନିଷ୍ପତ୍ତି —୧. Final decision.
- ୨. ବିବାଦର ମୀମାଂସା ବା ସମାଧାନ — ୨. Settlement of a dispute.
- ୩. ହିସାବର ବା ଦେୟ ଟଙ୍କାର ବିବାକ ପରିଶୋଧ; ଋଣାଦିର ଶେଷ ନିଷ୍ପତ୍ତି —୩. Final settlement of accounts or payment; liquidation of a loan.
- ୪. ଅଙ୍ଗୀକାର; କୌଣସି କାର୍ଯ୍ୟ କରିବା ପାଇଁ ଜବାବ୍ — ୪. Agreement; promise.
- ୫. ଉଭୟପକ୍ଷଦ୍ୱାରା ସ୍ୱୀକୃତ ଜବାବ —୫. Contract.
- ୬. ଶେଷ; ଅନ୍ତ —୬. End; finish.