ଚୁଙ୍ଗା
ଦେଖଣା
ଚୁଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଚୁଙ୍ଗୀ—କ୍ଷୁଦାର୍ଥକ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୂର୍ଣି=ନଳ)
[ସମ୍ପାଦନା]- ୧. ନଳ; ବା ନଳୀ — ୧. A long tube.
- ୨. ବାଉଁଶ ନଳ —୨. A bamboo tube.
- ୩. ବୋତଲରେ ତୈଳାଦି ପୁରାଇବା ପାଇଁ କ୍ରମଶଃ ସରୁ ହୋଇଯାଇଥିବା ନଳୀ; କାହାଳୀ — ୩. Cone-shaped funnel for pouring liquids into a bottle.
ଦେଶଜ - ବିଶେଷଣ -
[ସମ୍ପାଦନା]ଚୁଙ୍ଗ୍ଚୁଙ୍ଗିଆ (ଦେଖ) - Chuṅgchuṅgiā (See)