ଚୁଚୁମା
ଦେଖଣା
ଚୁଚୁମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ କିମ୍ୱା ସଂସ୍କୃତ - ଚୁମ୍ୱ ଧାତୁ)
[ସମ୍ପାଦନା]- ୧. ଜିଭ ଓ ଓଠଦ୍ୱାରା ଶୋଷିବା କର୍ମ — ୧. Sucking by the tongue and lips.
- ୨. ଶିଶୁମାନଙ୍କର ଚୁଚୁମିବା ନିମନ୍ତେ ଏକ ପ୍ରକାର କ୍ରୀଡ଼ନକ —୨. A play-thing in the shape of nipple which the infants suck.
- ୩. ଚୁକା (ଦେଖ) - ୩. Chukā (See)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେ ଚୁଚୁମେ —୧. Sucking.
- ୨. (ଗାଳିରେ ବ୍ୟବହୃତ) ଚୁକା (ଦେଖ) - ୨. Chukā (See)