ଚୁଚୁମା

ଉଇକିଅଭିଧାନ‌ରୁ

ଚୁଚୁମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ କିମ୍ୱା ସଂସ୍କୃତ - ଚୁମ୍ୱ ଧାତୁ)[ସମ୍ପାଦନା]

୧. ଜିଭ ଓ ଓଠଦ୍ୱାରା ଶୋଷିବା କର୍ମ — ୧. Sucking by the tongue and lips.
୨. ଶିଶୁମାନଙ୍କର ଚୁଚୁମିବା ନିମନ୍ତେ ଏକ ପ୍ରକାର କ୍ରୀଡ଼ନକ —୨. A play-thing in the shape of nipple which the infants suck.
୩. ଚୁକା (ଦେଖ) - ୩. Chukā (See)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଯେ ଚୁଚୁମେ —୧. Sucking.
୨. (ଗାଳିରେ ବ୍ୟବହୃତ) ଚୁକା (ଦେଖ) - ୨. Chukā (See)