ଚୂଲିକା
ଦେଖଣା
ଚୂଲିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚୂଳକ+ଆ)
[ସମ୍ପାଦନା]- ୧. ଚୂଳକ (ଦେଖ) - ୧. Chūḻaka (See)
- ୨. ନାଟକର ଅଙ୍ଗବିଶେଷ, ଯହିଁରେ ନେପଥ୍ୟରୁ କୌଣସି ଘଟନାର ସୂଚନା ଦିଆଯାଏ; ନାଟ୍ୟାଙ୍ଗବିଶେଷ — ୨. A part of a drama in which indication of some event is given from behind the scene.
[ଦ୍ରଷ୍ଟବ୍ୟ —ସଂସ୍କୃତ ନାଟକର ନିୟମ ଅନୁସାରେ ରଙ୍ଗମଞ୍ଚରେ ଯୁଦ୍ଧ, ମୃତ୍ୱୁ ଓ ହତ୍ୟାଦିର ଅଭିନୟ କରିବା ନିସିଦ୍ଧ; ଏଥିପାଇଁ ଏ ବିଷୟମାନଙ୍ଗର ସୂଚନା ନେପଥ୍ୟରୁ କରାଯାଏ ବୀରଚରିତ ନାମକ ସଂସ୍କୃତ ନାଟକରେ ରାମ ଓ ପରଶୁରାମଙ୍କ ଯୁଦ୍ଧ ଓ ରାମଚନ୍ଦ୍ରଙ୍କ ବିଜୟ ବିଷୟରେ ଏବଂଭୂତ ଚୂଚନା ଅଛି—ହିନ୍ଦୀ - ଶବ୍ଦସାଗର]
- ୩. ହସ୍ତୀର କର୍ଣ୍ଣମୂଳ; ହାତୀର କାନମୁଣ୍ଡା — ୩. The root of an elephant's ear.
- ୪. ଚୂଡ଼ା (ଦେଖ) - ୪. Chūṟḍ̠ā (See)