ଚେଙ୍କା
ଦେଖଣା
ଚେଙ୍କା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ସିଂହଭୂମ)ବିଶେଷଣ -
[ସମ୍ପାଦନା]ଖଟା — Of acid taste.
ପ୍ରାଦେଶିକ - (ଯାଜପୁର)ବିଶେଷଣ - (ଗାଳିରେ ବ୍ୟବହୃତ)
[ସମ୍ପାଦନା]ଯାହାକୁ ଅଗ୍ନିତପ୍ତଶଳାକାରେ ଚେଙ୍କିବା ବା ଲାଛିବା ଉଚିତ — (a term of abuse) (a person) Deserving to be seared.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ଚିଆଁ (ଦେଖ) - Chiañ (See)