ଛଇଲି ଛାଉଲି

ଉଇକିଅଭିଧାନ ରୁ
Jump to navigation Jump to search

ଛଇଲି ଛାଉଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଳ)[ସମ୍ପାଦନା]

୧. ଛଳତାପୂର୍ଣ୍ଣ କୌଶଳ — ୧. Stratagem.
୨. ଛଇ (ଦେଖ) - Chhai (See)

ଏ ବଡ଼ ଛଇଲି ଛାଉଲିରେ ଜାତି ନେବଟି—କବିସୂର୍ଯ୍ୟ. ରତ୍ନାକର ଚମ୍ପୂ