ଛକାଇବା
ଦେଖଣା
ଛକାଇବା
ଉଚ୍ଚାରଣ
[ସମ୍ପାଦନା](ଛକେଇବା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଛକାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଛକିବା (ଦେଖ) - ୧. Chhakibā (See)
- ୨. ଛକିବାର ଣିଜନ୍ତ ରୂପ — ୨. The causative from of Chhakibā.
- ୩. (ସଂସ୍କୃତ - ଶଙ୍କା) (ମନ) ଶଙ୍କାଯୁକ୍ତ ହୋଇ ଅସ୍ଥିର ହେବା; ଛକପକ ହେବା —୩. To be apprehensive; to become restless through apprehensive.